ଫେବ୍ରୁଆରୀ ୧୨ରୁ ଦୁଇ ଦିନିଆ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ।  ମୋଦୀଙ୍କ ଗସ୍ତ ଉପରେ ସାରା ବିଶ୍ବର ନଜର ।

Advertisment

ଫେବ୍ରୁଆରୀ ୧୨ ଓ ୧୩ ମୋଦୀଙ୍କ ଆମେରିକା ଗସ୍ତ । ଶୁକ୍ରବାର ବୈଦେଶିକମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଫେବ୍ରୁଆରୀ ୧୨ ଓ ୧୩ ମୋଦୀଙ୍କ ଆମେରିକା ଗସ୍ତ । ଶୁକ୍ରବାର ବୈଦେଶିକମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Modi trum

Photograph: (google)

କନକ ବ୍ୟୁରା: ଫେବ୍ରୁଆରୀ ୧୨ ଓ ୧୩ ମୋଦୀଙ୍କ ଆମେରିକା ଗସ୍ତ ।ଏନେଇ ଶୁକ୍ରବାର ବୈଦେଶିକମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗସ୍ତର ପ୍ରଥମ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।

ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କାର୍ଯକ୍ରମ ରହିଛି । ଟ୍ରମ୍ପ ଟୁ ପଏଣ୍ଟ ଜିରୋ ଶାସନ ପରେ ମୋଦୀଙ୍କ ଏହା ପ୍ର୍‌ଥମ ଆମେରିକା ଗସ୍ତ ।ଯାହା ଉପରେ ସାରା ବିଶ୍ବର ନଜର ରହିଛି । ତେବେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଜାନୁଆରୀ ୨୨ରେ ଫୋନରେ ବାର୍ତ୍ତାଳପ କରିବା ଦିନକ ପରେ ମୋଦୀଙ୍କ ହ୍ବାଇଟ ହାଉସ ଯିବାକୁ ନିମନ୍ତ୍ରଣ ମିଳିଥିଲା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe