କନକ ବ୍ୟୁରା: ଫେବ୍ରୁଆରୀ ୧୨ ଓ ୧୩ ମୋଦୀଙ୍କ ଆମେରିକା ଗସ୍ତ ।ଏନେଇ ଶୁକ୍ରବାର ବୈଦେଶିକମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗସ୍ତର ପ୍ରଥମ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।
ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କାର୍ଯକ୍ରମ ରହିଛି । ଟ୍ରମ୍ପ ଟୁ ପଏଣ୍ଟ ଜିରୋ ଶାସନ ପରେ ମୋଦୀଙ୍କ ଏହା ପ୍ର୍ଥମ ଆମେରିକା ଗସ୍ତ ।ଯାହା ଉପରେ ସାରା ବିଶ୍ବର ନଜର ରହିଛି । ତେବେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଜାନୁଆରୀ ୨୨ରେ ଫୋନରେ ବାର୍ତ୍ତାଳପ କରିବା ଦିନକ ପରେ ମୋଦୀଙ୍କ ହ୍ବାଇଟ ହାଉସ ଯିବାକୁ ନିମନ୍ତ୍ରଣ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)