୩ ଦିନିଆ ଆମରିକା ଗସ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ୱାଡ୍ ଶିଖର ସମ୍ମିଳନୀରେ ହେବେ ସାମିଲ ।

Advertisment

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଭୋରରୁ ଦିଲ୍ଲୀରୁ ଆମେରିକା ଅଭିମୁଖେ ୩ ଦିନିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ।

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଭୋରରୁ ଦିଲ୍ଲୀରୁ ଆମେରିକା ଅଭିମୁଖେ ୩ ଦିନିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ।

modi america

କନକ ବ୍ୟୁରୋ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଭୋରରୁ ଦିଲ୍ଲୀରୁ ଆମେରିକା ଅଭିମୁଖେ ୩ ଦିନିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଗସ୍ତ ବେଳେ ଷଷ୍ଠ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବା ସହ ବିଭିନ୍ନ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦୀ। ଏହି ଗସ୍ତ ସମୟରେ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ମହାସଭାକୁ ସମ୍ବୋଧନ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆୟୋଜନ କରୁଥିବା କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହେବେ। କ୍ୱାଡରେ ଭାରତ ବ୍ୟତୀତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ରହିଛନ୍ତି। 

  • କ୍ୱାଡ ସମ୍ମିଳନୀରେ ସାମିଲ ହେବେ ମୋଦୀ
  • ‘ସମିଟ ଅଫ୍ ଦ ଫ୍ୟୁଚର’କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ
  • କ୍ୱାଡ ବର୍ଷକ ମଧ୍ୟରେ କ’ଣ ହାସଲ କରିଛି, ତା’ ଉପରେ ଆଲୋଚନା
  • ବିକାଶ ପାଇଁ ଆଗାମୀ ଦିନର ଏଜେଣ୍ଡା ଧାର୍ଯ୍ୟ ହେବ
  • ରାଷ୍ଟ୍ର ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା
  • ସାମୂହିକ ସ୍ୱାର୍ଥ ପାଇଁ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦୀ
  • ଆମେରିକା ଭିତ୍ତିକ ବଡ଼ବଡ଼ କମ୍ପାନୀର ସିଇଓଙ୍କ ସହ କଥାବାର୍ତ୍ତା  
  • ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ ନେଇ ସ୍ପଷ୍ଟ କରିନାହିଁ ବିଦେଶ ମନ୍ତ୍ରାଳୟ  
  • ନ୍ୟୁୟର୍କରେ ରହଣୀ ସମୟରେ ପ୍ରବାସୀ ଭାରତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ   
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe