ସୀମାରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । ଯବାନଙ୍କୁ ମିଠା ଖୁଆଇ ଦେଲେ ଶୁଭେଚ୍ଛା ।

Advertisment

ସୀମାରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । ମିଠା ଖୁଆଇ ଯବାନଙ୍କ ସହ ପାଳିଲେ ଦୀପାବଳି । ସେପଟେ ମହାକାଶରୁ ସୁନୀତା ୱିଲିୟମସଙ୍କ ଦୀପାବଳି ଶୁଭେଚ୍ଛା । ୨୦୧୪ରୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରଠୁ ମୋଦୀ ଯବାନଙ୍କ ସହ ପ୍ରତିବର୍ଷ ଦୀପାବଳି ପାଳନ କରିଆସୁଛନ୍ତି ।

31ss

କନକ ବ୍ୟୁରୋ: ଯବାନଙ୍କ ସହ ଦୀପାବଳି ପାଳନ ପରମ୍ପରା ବଜାୟ ରଖିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜରାଟ କଚ୍ଛରେ ଆର୍ମି ୟୁନିଫର୍ମରେ ପ୍ରଧାନମନ୍ତ୍ରୀ ବିଏସଏଫ, ଆର୍ମି, ନୌସେନା, ବାୟୁସେନା ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଯବାନଙ୍କୁ ମିଠା ଖୁଆଇ ଆଲୋକର ପର୍ବ ପାଳିବା ସହିତ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରିଛନ୍ତି । ୨୦୧୪ରୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରଠୁ ମୋଦୀ ଯବାନଙ୍କ ସହ ପ୍ରତିବର୍ଷ ଦୀପାବଳି ପାଳନ କରିଆସୁଛନ୍ତି ।  ୨୦୨୦ରେ ରାଜସ୍ଥାନ, ୨୦୨୧ରେ କାଶ୍ମୀର, ୨୦୨୨ରେ କାର୍ଗିଲରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ମୋଦି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe