ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତି : ଜୋରଦାର ଚାଲିଛି ଅଭ୍ୟାସ , ଜାନୁଆରୀ ୩ରେ ଦୁଲୁକିବ ମଂଚ

ଜାନୁଆରୀ ୩ରୁ ଆରମ୍ଭ ହେବ ବରଗଡର ପ୍ରସିଦ୍ଧ ଧନୁଯାତ୍ରା ।  ଏଥିପାଇଁ ଏବେଠୁ ଚଳଚଞ୍ଚଳ ହୋଇ ଉଠିଲାଣି ବରଗଡ଼ ସହର । ବିଶ୍ବର ସବୁଠୁ ବଡ଼ ଖୋଲା ରଙ୍ଗମଞ୍ଚରେ ଅଭିନୟ କରିବାକୁ ଚାଲିଛି ଅଭ୍ୟାସ 

ୁୋରୋ

ୁୋରୋ ୋ Photograph: (ୁୋରୋ ୋ)

କନକବ୍ୟୁରୋ :  ଜାନୁଆରୀ ୩ରୁ ଆରମ୍ଭ ହେବ ବରଗଡର ପ୍ରସିଦ୍ଧ ଧନୁଯାତ୍ରା ।  ଏଥିପାଇଁ ଏବେଠୁ ଚଳଚଞ୍ଚଳ ହୋଇ ଉଠିଲାଣି ବରଗଡ଼ ସହର । ବିଶ୍ବର ସବୁଠୁ ବଡ଼ ଖୋଲା ରଙ୍ଗମଞ୍ଚରେ ଅଭିନୟ କରିବାକୁ ଚାଲିଛି ଅଭ୍ୟାସ  ।  ୧୧ ଦିନ ଧରି ଯାତ୍ରା ଆୟୋଜନ ହେବାକୁ ଥିବା ବେଳେ କଳାକାର ମାନେ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି  ।  ଯାତ୍ରାର ବିଭିନ୍ନ ଦିବସର ନାଟ୍ୟାଭିନୟକୁ ଅଭ୍ୟାସ କରାଯାଉଛି  ।   ଦେବକୀ, ବାସୁଦେବଙ୍କ ବିବାହ, ଦୈଵବାଣୀ, କଂସଙ୍କ ସିଂହାସନ ଆରୋହଣ ଭଳି ବିଭିନ୍ନ ଦୃଶ୍ୟର ଅଭିନୟ ପାଇଁ କଳାକାରଙ୍କୁ ଶିକ୍ଷା ଦେଉଛନ୍ତି ନିର୍ଦ୍ଦେଶକ ଅଶୋକ ବେହେରା  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe