କନକବ୍ୟୁରୋ : ଜଳ, ସ୍ଥଳ ଓ ଆକାଶ । ସବୁଆଡୁ ପାକିସ୍ତାନକୁ ଘେରିବାକୁ ଭାରତର ପ୍ରସ୍ତୁତି । ଗୋଟିଏ ପଟେ ଆରବ ସାଗରରେ ନୌସେନାର ଜୋରଦାର ସମରଭ୍ୟାସ ଏପଟେ ବାୟୁସେନାର ବଢ଼ିଲା ବଳ । ରାଫେଲ ଯୁଦ୍ଧ ବିମାନରେ ଲାଗିବ ଶକ୍ତିଶାଳୀ ବ୍ରହ୍ମୋସ୍ ମିଜାଇଲ୍ । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବା ବ୍ରହ୍ମୋସ୍ ମିଜାଇଲ । ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ସହ ତିକ୍ତତା ଚରମରେ ପହଞ୍ଚିଛି । ଆଉ ଏତିକିବେଳେ ରାଫେଲର ଆକ୍ରମଣ କ୍ଷମତା ବଢ଼ାଇଛି ଭାରତୀୟ ନୌସେନା । ବ୍ରହ୍ମୋସ୍ ସୁପର ସୋନିକ୍ ମିଜାଇଲର ଛୋଟ ଭର୍ସନ ଏବେ ରାଫେଲରେ ମୁତୟନ ରହିବ । ଶତ୍ରୁଙ୍କୁ ମାତ ଦେବାକୁ ରାଫେଲର କ୍ଷମତା ବଢ଼ାଯାଇଛି ।
ଜଳ, ସ୍ଥଳ, ଆକାଶ, ସବୁ ଦିଗରୁ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତି : ଖୋଜି ଖୋଜି ଆତଙ୍କୀଙ୍କୁ କରାଯିବ ନିପାତ
ଜଳ, ସ୍ଥଳ ଓ ଆକାଶ । ସବୁଆଡୁ ପାକିସ୍ତାନକୁ ଘେରିବାକୁ ଭାରତର ପ୍ରସ୍ତୁତି । ଗୋଟିଏ ପଟେ ଆରବ ସାଗରରେ ନୌସେନାର ଜୋରଦାର ସମରଭ୍ୟାସ ଏପଟେ ବାୟୁସେନାର ବଢ଼ିଲା ବଳ
/kanak/media/media_files/2025/05/02/NmdhCXW7XGu1scFgpSJw.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)