କନକବ୍ୟୁରୋ : ରଥଯାତ୍ରା ସମ୍ପର୍କିତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟକୁ ନେଇ ଅନୁଷ୍ଠିତ ହୋଇଛି ମକ୍‌ଡ୍ରିଲ  । ପୁରୀ ଟାଉନ୍ ଥାନା ସମନ୍ୱିତ ନିୟନ୍ତ୍ରଣ କକ୍ଷରେ ଅନୁଷ୍ଠିତ ହେବ ଏହି ମକ୍‌ଡ୍ରିଲ  ।  ଡମିବର୍ତ୍ତାର ତୁରନ୍ତ ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ରହିବାକୁ ସବୁ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରାଯାଇଛି  । ୨୦୨୫ ପାଇଁ ଦାଖଲ କରାଯାଇଥିବା ଏସଓପି କୁ ଅନ୍ୟ ବିଭାଗ ସହିତ ବାସ୍ତବ ସମୟ ବା ରିଆଲ୍ ଟାଇମ୍ ସମନ୍ଵୟ ର ହେବ ପରୀକ୍ଷା । ବିଭିନ୍ନ ବିଭାଗର ପ୍ରସ୍ତୁତି ମାନଦଣ୍ଡ ର ହାସଲ ହେବ  ।