ଆଡ଼ପ ଦର୍ଶନ ସ୍ଥିତି ସମୀକ୍ଷା କଲେ ପ୍ରକାଶ ମିଶ୍ର, ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରିବାକୁ କଲେ ଅନୁରୋଧ

ପ୍ରକାଶ ମିଶ୍ର କହିଲେ ସବୁ ଶୃଙ୍ଖଳିତ ହେବାରେ ପ୍ରଶାସନକୁ ଭକ୍ତଙ୍କ ସହଯୋଗ ଦରକାର ।

ଆଡ଼ପ ଦର୍ଶନ ସ୍ଥିତି ସମୀକ୍ଷା କଲେ ପ୍ରକାଶ ମିଶ୍ର

ଆଡ଼ପ ଦର୍ଶନ ସ୍ଥିତି ସମୀକ୍ଷା କଲେ ପ୍ରକାଶ ମିଶ୍ର Photograph: (google)

କନକ ବ୍ୟୁରୋ: ଆଡ଼ପ ଦର୍ଶନ ସ୍ଥିତି ସମୀକ୍ଷା କଲେ ପ୍ରକାଶ ମିଶ୍ର । ଭକ୍ତଙ୍କୁ ଶୃଙ୍ଖଳିତ  ଦର୍ଶନ କରିବାକୁ ଅନୁରୋଧ କଲେ । କହିଲେ ସବୁ ଶୃଙ୍ଖଳିତ ହେବାରେ  ପ୍ରଶାସନକୁ ଭକ୍ତଙ୍କ ସହଯୋଗ  ଦରକାର ।  ସମସ୍ତଙ୍କୁ ଦର୍ଶନ ସୁବିଧା ମିଳିବ ।  

ଗତକାଲି ଶରଧାବାଲି ଦଳାଚକଟା ପରେ ସଚେତନ ହୋଇଛନ୍ତି ରାଜ୍ୟ ସରକାର । ଆକ୍ସନମୋଡକୁ ଆସିଛି ପ୍ରଶାସନ । ଆଜି ଆଡପମଣ୍ଡପରେ ଭଗବାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ଭକ୍ତ । ଭକ୍ତଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ପ୍ରକାଶ ମିଶ୍ର ।    ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା  ହେଉଛନ୍ତି ପ୍ରକାଶ ମିଶ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe