ପ୍ରକାଶ ମିଶ୍ର  ହେଲେ ମୁଖ୍ୟମନ୍ତ୍ରୀଙ୍କ  ଉପଦେଷ୍ଟା  ।  ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା  କ୍ୟାବିନେଟ ପାହ୍ୟା ।

Advertisment

ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା  କ୍ୟାବିନେଟ ପାହ୍ୟା । ପୂର୍ବତନ  ଡିଜିପି ଅବସରପ୍ରାପ୍ତ ଆଇପିଏସ୍‌  ହେଉଛନ୍ତି ପ୍ରକାଶ ମିଶ୍ର ।

ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା  କ୍ୟାବିନେଟ ପାହ୍ୟା । ପୂର୍ବତନ  ଡିଜିପି ଅବସରପ୍ରାପ୍ତ ଆଇପିଏସ୍‌  ହେଉଛନ୍ତି ପ୍ରକାଶ ମିଶ୍ର ।

ପ୍ରକାଶ ମିଶ୍ର  ହେଲେ ମୁଖ୍ୟମନ୍ତ୍ରୀଙ୍କ  ଉପଦେଷ୍ଟା

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ପ୍ରକାଶ ମିଶ୍ର  ହେଲେ ମୁଖ୍ୟମନ୍ତ୍ରୀଙ୍କ  ଉପଦେଷ୍ଟା ।  ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା  କ୍ୟାବିନେଟ ପାହ୍ୟା । ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା  କ୍ୟାବିନେଟ ପାହ୍ୟା । ପୂର୍ବତନ  ଡିଜିପି ଅବସରପ୍ରାପ୍ତ ଆଇପିଏସ୍‌  ହେଉଛନ୍ତି ପ୍ରକାଶ ମିଶ୍ର । ସେହିପରି ମଧୁ ପାଢୀ ହେଲେ  ରାଜ୍ୟ ନିର୍ବାଚନ କମିଶନର।  

ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା ହୋଇଥିବା ପୂର୍ବତନ ସିଆରପିଏଫ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି’ ଲୋକାର୍ପିତ ହେବା ପରେ ଏ ନେଇ ଚର୍ଚ୍ଚା ଏବଂ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା ।  ୨୦୧୯ରେ  ବିଜେପି ଦଳରୁ  ନିର୍ବାଚନ ମଧ୍ୟ ଲଢିଥିଲେ ପ୍ରକାଶ ମିଶ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe