ନିର୍ଦ୍ଦୋଷରେ ଖଲାସ ହେଲେ ପ୍ରଦୀପ ପାଣିଗ୍ରାହୀ ; ଦୋଷମୁକ୍ତ ଦର୍ଶାଇଛନ୍ତି ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳ କୋର୍ଟ

ସବୁ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରହ୍ମପୁର ସାଂସଦ ହେଲେ ପ୍ରଦୀପ ପାଣିଗ୍ରାହୀ । ୫ ଟି ମାମଲାରେ ପ୍ରଦୀପଙ୍କୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳ କୋର୍ଟ । ଗତକାଲି ୨ଟି ଆଉ ଆଜି ୩ଟି ମାମଲାରେ ହେଲେ ଦୋଷମୁକ୍ତ ।

pradeep

pradeep Photograph: (KanakNews )

କନକ ବ୍ୟୁରୋ : ସବୁ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରହ୍ମପୁର ସାଂସଦ ହେଲେ ପ୍ରଦୀପ ପାଣିଗ୍ରାହୀ । ୫ ଟି ମାମଲାରେ ପ୍ରଦୀପଙ୍କୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳ କୋର୍ଟ । ଗତକାଲି ୨ଟି ଆଉ ଆଜି ୩ଟି ମାମଲାରେ ହେଲେ ଦୋଷମୁକ୍ତ । ଟାଟାରେ ଚାକିରି ନାଁରେ ହୋଇଥିବା ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe