କନକ ବ୍ୟୁରୋ : ସବୁ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରହ୍ମପୁର ସାଂସଦ ହେଲେ ପ୍ରଦୀପ ପାଣିଗ୍ରାହୀ । ୫ ଟି ମାମଲାରେ ପ୍ରଦୀପଙ୍କୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଜେଏମ୍ଏଫ୍ସି ଗ୍ରାମାଞ୍ଚଳ କୋର୍ଟ । ଗତକାଲି ୨ଟି ଆଉ ଆଜି ୩ଟି ମାମଲାରେ ହେଲେ ଦୋଷମୁକ୍ତ । ଟାଟାରେ ଚାକିରି ନାଁରେ ହୋଇଥିବା ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ନିର୍ଦ୍ଦୋଷରେ ଖଲାସ ହେଲେ ପ୍ରଦୀପ ପାଣିଗ୍ରାହୀ ; ଦୋଷମୁକ୍ତ ଦର୍ଶାଇଛନ୍ତି ଜେଏମ୍ଏଫ୍ସି ଗ୍ରାମାଞ୍ଚଳ କୋର୍ଟ
ସବୁ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରହ୍ମପୁର ସାଂସଦ ହେଲେ ପ୍ରଦୀପ ପାଣିଗ୍ରାହୀ । ୫ ଟି ମାମଲାରେ ପ୍ରଦୀପଙ୍କୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଜେଏମ୍ଏଫ୍ସି ଗ୍ରାମାଞ୍ଚଳ କୋର୍ଟ । ଗତକାଲି ୨ଟି ଆଉ ଆଜି ୩ଟି ମାମଲାରେ ହେଲେ ଦୋଷମୁକ୍ତ ।
/kanak/media/media_files/2025/01/08/pedKNU7UD72LHjz4fW7J.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)