ଆଜି ହଳଦୀ, ମେହେନ୍ଦି, କାଲି ବାହାଘର ; ଗୋଆରେ ସବୁ ପ୍ରସ୍ତୁତି ଶେଷ

Advertisment

ଏବେ ନେତାମନ୍ତ୍ରୀଙ୍କ ବାହାଘର ଋତୁ । ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଜଣେ ଓଏଏସଙ୍କୁ ଦ୍ବିତୀୟ ବିବାହ କରିବା ପରେ ପରେ ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କୁ ବିବାହ କରିଛନ୍ତି ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ଆଉ ତାଙ୍କ ପରେ ଏବେ ବିଜେଡି ନେତା ପ୍ରଦୀପ ମାଝୀଙ୍କ ପାଳି। 

pradeep+

pradeep+ Photograph: (kanakNews)

କନକ ବ୍ୟୁରୋ: ଏବେ ନେତାମନ୍ତ୍ରୀଙ୍କ ବାହାଘର ଋତୁ । ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଜଣେ ଓଏଏସଙ୍କୁ ଦ୍ବିତୀୟ ବିବାହ କରିବା ପରେ ପରେ ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କୁ ବିବାହ କରିଛନ୍ତି ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ଆଉ ତାଙ୍କ ପରେ ଏବେ ବିଜେଡି ନେତା ପ୍ରଦୀପ ମାଝୀଙ୍କ ପାଳି। 

ପ୍ରଦୀପ ମାଝୀ-୧
ପ୍ରଦୀପ ମାଝୀ-୧ Photograph: (କନକ ନ୍ୟୁଜ)

ସାମ୍ବାଦିକା ସୁଶ୍ରୀଙ୍କୁ ଜୀବନସାଥୀ କରିବାକୁ ଯାଉଛନ୍ତି ପ୍ରଦୀପ ମାଝୀ । ଗୋଆରେ କାଲି ହେବ ବାହାଘର । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ତେବେ ଆଜି ଦୁହଁଙ୍କର ହଳଦୀ ଓ ମେହେନ୍ଦୀ ସେରିମନି  । ଏହି ଅବସରରେ ଉଭୟ ପ୍ରଦୀପ ଓ ସୁଶ୍ରୀଙ୍କୁ ସାଥୀ ଓ ସମ୍ପର୍କୀୟମାନେ ହଳଦୀ ଲଗାଇ ଶୁଭେଚ୍ଛା ଜଣାଇଥିଲେ। 

ପ୍ରଦୀପ ମାଝୀ-୨
ପ୍ରଦୀପ ମାଝୀ-୨ Photograph: (କନକ ନ୍ୟୁଜ)

ଉଭୟଙ୍କୁ ମେହେନ୍ଦୀ ସେରିମନି ପରେ ପରେ ଭିନ୍ନ ଏକ ମୁଡରେ ଦେଖିବାକୁ ମିଳିଥିଲା । ସୁଶ୍ରୀଙ୍କ ସହ ଷ୍ଟେଜରେ ଗୀତର ତାଳେ ତାଳେ ନାଚିଥିଲେ ପ୍ରଦୀପ । ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe