ବୈଠକ ନେଇ ପ୍ରଭାତଙ୍କ ବିସ୍ଫୋରକ ବୟାନ ; କହିଲେ , ପାଣ୍ଡିଆନଙ୍କ ପ୍ରଭାବ ହ୍ରାସ କରିବାକୁ କରିଥିଲୁ ବୈଠକ

Advertisment

ମୁହଁ ଖୋଲିଲେ ପ୍ରଭାତ ତ୍ରିପାଠୀ ।  କହିଛନ୍ତି, ଦଳରେ ଦ୍ବୈତ ନେତୃତ୍ବ ଚାଲିଛି । ଦଳ ହାରିବା ପରେ ବି ଦଳରେ ପାଣ୍ଡିଆନଙ୍କ ଦବଦବା ଜାରି ରହିଛି ।

ମୁହଁ ଖୋଲିଲେ ପ୍ରଭାତ ତ୍ରିପାଠୀ ।  କହିଛନ୍ତି, ଦଳରେ ଦ୍ବୈତ ନେତୃତ୍ବ ଚାଲିଛି । ଦଳ ହାରିବା ପରେ ବି ଦଳରେ ପାଣ୍ଡିଆନଙ୍କ ଦବଦବା ଜାରି ରହିଛି ।

prabhat tripathy

prabhat tripathy Photograph: (KanakNews)

କନକ ବ୍ୟୁରୋ: ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ସମର୍ଥନ ପରେ ବିଜେଡିରେ ଧରପଗଡ । ବିଭିନ୍ନ ନେତାମାନେ ମେଳି ହୋଇ ସସ୍ମିତଙ୍କ ପଛର କାର୍ପଟଦାର କଥା ଆଲୋଚନା କରୁଥିବାବେଳେ ବୈଠକକୁ ନେଇ କିନ୍ତୁ ଆରମ୍ଭ ହୋଇଗଲାଣି ତୁମ୍ବିତୋଫାନ୍ । ଗୋଟେପଟେ ଯୁବ ନେତା ଓ ଅନ୍ୟପଟେ ବରିଷ୍ଠ ନେତାଙ୍କ ଭିନ୍ନ ଭିନ୍ନ ସ୍ଥାନରେ ବୈଠକକୁ ନେଇ ଦେବାଶିଷ ସାମନ୍ତରାୟ ଯୁବ ନେତାଙ୍କ ଉପରେ ବର୍ଷିବା ପରେ ମୁହଁ ଖୋଲିଛନ୍ତି ପ୍ରଭାତ ତ୍ରିପାଠୀ । 

ପ୍ରଭାତ କହିଛନ୍ତି, ଦଳରେ ଦ୍ବୈତ ନେତୃତ୍ବ ଚାଲିଛି । ଦଳ ହାରିବା ପରେ ବି ଦଳରେ ପାଣ୍ଡିଆନଙ୍କ ଦବଦବା ଜାରି ରହିଛି । ପାଣ୍ଡିଆନଙ୍କ ପ୍ରଭାବକୁ ହ୍ରାସ କରିବାକୁ ସେ ଓ ତାଙ୍କର କିଛି ଦଳୀୟ ନେତା ବୈଠକ କରିଥିଲେ ବୋଲି ଜୋର ଦେଇ କହିଛନ୍ତି ପ୍ରଭାତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe