କନକବ୍ୟୁରୋ : ସାରା ରାଜ୍ୟରେ ଅଚଳ ଡାକ ସେବା । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମନି ଅର୍ଡର, ଜମା ସଞ୍ଚୟ, ସୁକନ୍ୟା ସହ ଅନେକ ସେବା ପୋଷ୍ଟାଲ ଜରିଆରେ ମିଳୁଛି । ପୁଣି ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା । ଦୂରରେ ଥିବା ଭାଇ ପାଖକୁ ରାକ୍ଷୀ ପଠାଇବ ଭଉଣୀ। ହେଲେ ଅନେକ ଦିନ ଧରି ପୋଷ୍ଟ ଅଫିସ ଅଚଳ ହୋଇପଡ଼ିବା ଲୋକଙ୍କୁ ପ୍ରଭାବିତ କରିଛି । କେବେ ଡାକ ସେବା କାର୍ଯ୍ୟକାରୀ ହେବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।
ସାରା ରାଜ୍ୟରେ ଅଚଳ ହୋଇପଡ଼ିଛି ଡାକ ସେବା : ମନି ଅର୍ଡର, ଜମା ସଞ୍ଚୟ, ସୁକନ୍ୟା ଯୋଜନା ସେବା ବାଧାପ୍ରାପ୍ତ
ସାରା ରାଜ୍ୟରେ ଅଚଳ ଡାକ ସେବା । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମନି ଅର୍ଡର, ଜମା ସଞ୍ଚୟ, ସୁକନ୍ୟା ସହ ଅନେକ ସେବା ପୋଷ୍ଟାଲ ଜରିଆରେ ମିଳୁଛି
/kanak/media/media_files/2025/08/04/69-2025-08-04-18-26-02.jpg)