ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’: ବାତିଲ ହେଲା ୧୭୮ଟି ଟ୍ରେନ

Advertisment

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଟ୍ରେନ ବାତିଲ । ୮୫ଟି ଅପ ଟ୍ରେନ ଓ ୯୩ଟି ଡାଉନ ଟ୍ରେନ ବାତିଲ । ମୋଟ ୧୭୮ଟି ଟ୍ରେନ ବାତିଲ ନେଇ ରେଲୱେର ସୂଚନା । ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ବାତିଲ ହେବ ଟ୍ରେନ ।

Updated On

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଟ୍ରେନ ବାତିଲ । ୮୫ଟି ଅପ ଟ୍ରେନ ଓ ୯୩ଟି ଡାଉନ ଟ୍ରେନ ବାତିଲ । ମୋଟ ୧୭୮ଟି ଟ୍ରେନ ବାତିଲ ନେଇ ରେଲୱେର ସୂଚନା । ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ବାତିଲ ହେବ ଟ୍ରେନ ।

ଅଦ୍ୟତନ ହୋଇଛି
dfd

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଟ୍ରେନ ବାତିଲ । ୮୫ଟି ଅପ ଟ୍ରେନ ଓ ୯୩ଟି ଡାଉନ ଟ୍ରେନ ବାତିଲ । ମୋଟ ୧୭୮ଟି ଟ୍ରେନ ବାତିଲ ନେଇ ରେଲୱେର ସୂଚନା । ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ବାତିଲ ହେବ ଟ୍ରେନ । ହାୱଡା ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ୱର, ହାୱଡା-ଭୁବନେଶ୍ୱର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର, ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡା, ପୁଡୁଚେରୀ-ଭୁବନେଶ୍ୱର, ବ୍ରହ୍ମପୁର-ଭୁବନେଶ୍ୱର, ବିଶାଖାପାଟନା-ଭୁବନେଶ୍ୱର, ବିଶାଖାପାଟନା-ଦୀଘା ଆଦି ଟ୍ରେନ ବାତିଲ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe