ଲୋକପ୍ରିୟ ହାସ୍ୟାଭିନେତା କପିଲ ଶର୍ମାଙ୍କୁ ପାକିସ୍ତାନରୁ ଆସିଛି ହତ୍ୟା ଧମକ : ପୋଲିସ ଅଭିଯୋଗ ପରେ ତଦନ୍ତ ଆରମ୍ଭ

କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ହତ୍ୟା ଧମକ। ପାକିସ୍ତାନରୁ ଇ-ମେଲ ଯୋଗେ ଆସିଛି ହତ୍ୟା ଧମକ । କେବଳ କପିଲ ଶର୍ମା ନୁହଁନ୍ତି ତାଙ୍କ ସହ ଅନ୍ୟ ୩ କଳାକାରଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଆସିଛି  ।

kapil

kapil Photograph: (KanakNews )

କନକବ୍ୟୁରୋ : କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ହତ୍ୟା ଧମକ। ପାକିସ୍ତାନରୁ ଇ-ମେଲ ଯୋଗେ ଆସିଛି ହତ୍ୟା ଧମକ । କେବଳ କପିଲ ଶର୍ମା ନୁହଁନ୍ତି ତାଙ୍କ ସହ ଅନ୍ୟ ୩ କଳାକାରଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଆସିଛି  ।  ହାସ୍ୟାଭିନେତା ରାଜପାଲ ଯାଦବ, ସୁଗନ୍ଧା ଶର୍ମା ଓ କୋରିଓଗ୍ରାଫର-ଡିରେକ୍ଟର ରେମୋ ଡିସୁଜାଙ୍କୁ ଏହି ଧମକପୂର୍ଣ୍ଣ ଇମେସ ଆସିଛି ।  ଏହାକୁ ନେଇ ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧା ମିଶ୍ରା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe