କନକବ୍ୟୁରୋ : କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ହତ୍ୟା ଧମକ। ପାକିସ୍ତାନରୁ ଇ-ମେଲ ଯୋଗେ ଆସିଛି ହତ୍ୟା ଧମକ । କେବଳ କପିଲ ଶର୍ମା ନୁହଁନ୍ତି ତାଙ୍କ ସହ ଅନ୍ୟ ୩ କଳାକାରଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଆସିଛି । ହାସ୍ୟାଭିନେତା ରାଜପାଲ ଯାଦବ, ସୁଗନ୍ଧା ଶର୍ମା ଓ କୋରିଓଗ୍ରାଫର-ଡିରେକ୍ଟର ରେମୋ ଡିସୁଜାଙ୍କୁ ଏହି ଧମକପୂର୍ଣ୍ଣ ଇମେସ ଆସିଛି । ଏହାକୁ ନେଇ ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧା ମିଶ୍ରା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।
ଲୋକପ୍ରିୟ ହାସ୍ୟାଭିନେତା କପିଲ ଶର୍ମାଙ୍କୁ ପାକିସ୍ତାନରୁ ଆସିଛି ହତ୍ୟା ଧମକ : ପୋଲିସ ଅଭିଯୋଗ ପରେ ତଦନ୍ତ ଆରମ୍ଭ
କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ହତ୍ୟା ଧମକ। ପାକିସ୍ତାନରୁ ଇ-ମେଲ ଯୋଗେ ଆସିଛି ହତ୍ୟା ଧମକ । କେବଳ କପିଲ ଶର୍ମା ନୁହଁନ୍ତି ତାଙ୍କ ସହ ଅନ୍ୟ ୩ କଳାକାରଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଆସିଛି ।
/kanak/media/media_files/2025/01/23/G6ORSFWJlrwXJg6SwHxm.jpg)