ଭରତପୁର ଥାନା ସେନା କଳିରେ ଘଟଣା : ନିଲମ୍ବିତ ଆଇଆଇସି ଦୀନକୃଷ୍ଣଙ୍କ ସମେତ ଅନ୍ୟ ୪ ପୋଲିସ୍ କର୍ମଚାରୀଙ୍କ ହେବ ମିଛଧରା ଟେଷ୍ଟ

Advertisment

ଭରତପୁର ଥାନାରେ ଆର୍ମି ଓ ପୋଲିସ ବିବାଦ ଘଟଣାରେ ବଡ଼ ଅପଡେଟ । ନୀଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ୟ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ମଧ୍ୟ ହେବ ପଲିଗ୍ରାଫ ଟେଷ୍ଟ ।

ଭରତପୁର ଥାନାରେ ଆର୍ମି ଓ ପୋଲିସ ବିବାଦ ଘଟଣାରେ ବଡ଼ ଅପଡେଟ । ନୀଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ୟ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ମଧ୍ୟ ହେବ ପଲିଗ୍ରାଫ ଟେଷ୍ଟ ।

poligraph

କନକ ବ୍ୟୁରୋ : ଭରତପୁର ଥାନାରେ ଆର୍ମି ଓ ପୋଲିସ ବିବାଦ ଘଟଣାରେ ବଡ଼ ଅପଡେଟ । ନୀଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ୟ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ମଧ୍ୟ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ସହ ଆବଶ୍ୟକ ପଡ଼ିଲେ ହୋଇପାରେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ । ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି ।

ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସହମତି ମଗାଯାଇଛି । ଖୁବଶୀଘ୍ର ଏ ନେଇ ଆସିବ କୋର୍ଟଙ୍କ ନିଷ୍ପତ୍ତି । ୪ ନିଲମ୍ବିତ ପୋଲିସ କର୍ମଚାରୀ ହେଉଛନ୍ତି ଝଓ ବୈଶାଳିନୀ ପଣ୍ଡା, ଇଝଓ ଶୈଳମୟୀ ସାହୁ, ଇଝଓ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe