କନକ ବ୍ୟୁରୋ: ଦକ୍ଷିଣ କୋରିଆରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । ରାଷ୍ଟ୍ରପତି ପଦରୁ ବିଦା ହେଲେ ରାଷ୍ଟ୍ରପତି ୟୁ-ସୁକ-ୟୋଓଲ। ସୂଚନା ଅନୁସାରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ୟୋଓଲଙ୍କ ବିପକ୍ଷରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ପାଇଁ ଭୋଟିଂ କରାଯାଇଥିଲା। ରାଷ୍ଟ୍ରପତିଙ୍କ ସପକ୍ଷରେ ମାତ୍ର ୮୫ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା ୨୦୪ ଭୋଟ । ସମ୍ବିଧାନ ଅନୁସାରେ ପ୍ରଧାନମନ୍ତ୍ରୀ ହାନ-ଡକ ସୁଙ୍କୁ କାର୍ୟ୍ୟକାରୀ ରାଷ୍ଟ୍ରପତି କରାଯାଇଛି ଏବଂ ରାଷ୍ଟ୍ରପତି ୟୁନ -ସୁକ ୟୋଲଙ୍କ କ୍ଷମତାକୁ ଅପସାରଣ କରାଯାଇଛି । ଭାରି ପଡିଲା ଦେଶରେ ମାର୍ଶଲ ଲ’କୁ କାର୍ୟ୍ୟ କରିବା ,ଯାହା ଫଳରେ ଲୋକ ମାନେ ରାଷ୍ଟ୍ରପତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଦକ୍ଷିଣ କୋରିଆରେ ରାଜନୈତିକ ଅସ୍ଥିରତା । ରାଷ୍ଟ୍ରପତି ପଦରୁ ବିଦା ହେଲେ ରାଷ୍ଟ୍ରପତି ୟୁ-ସୁକ-ୟୋଓଲ।
ଦକ୍ଷିଣ କୋରିଆ ରାଜନୀତିରେ ବଡ ହଲଚଲ । ରାଷ୍ଟ୍ରପତି ୟୁ-ସୁକ-ୟୋଓଲଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ । ଭାରି ପଡିଲା ମାର୍ଶଲ ଲ’ ଆଇନ ।
/kanak/media/media_files/2024/12/14/SPHzMWTp9oNOq2IaKdJS.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)