୪ ଓ ୫ ରେ ପୁଲିସ SI ପରୀକ୍ଷା : କେମିତି ଡାଉନଲୋଡ୍ କରିବେ ଆଡମିଟ୍ କାର୍ଡ ?

ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି । ଆଶାୟୀ ପରୀକ୍ଷାର୍ଥୀ  ସେପ୍ଟେମ୍ବର ୨୦ ଠାରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ ।

SI Exam

SI Exam Photograph: (KanakNews)

କନକ ବ୍ୟୁରୋ : ଅକ୍ଟୋବର ୪ ଓ ୫ ରେ ହେବ ପୁଲିସ SI ପରୀକ୍ଷା । OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା । SI ରାଙ୍କର ସମସ୍ତ CPSE-୨୦୨୪ ପରୀକ୍ଷା ଆୟୋଜନ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି । ଆଶାୟୀ ପରୀକ୍ଷାର୍ଥୀ  ସେପ୍ଟେମ୍ବର ୨୦ ଠାରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ । odishapolice.gov.in ରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe