କନକ ବ୍ୟୁରୋ : ସମ୍ବଲପୁର ମଣ୍ଡଳ ଜେଲରୁ ଜବତ ପୁଳା ପୁଳା ମାଦକ ଦ୍ରବ୍ୟ । ସକାଳୁ ସକାଳୁ ଜେଲରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ବିଡ଼ି, ଖଇନ, ଗଞ୍ଜେଇ ଭଳି ମାଦକ ଦ୍ରବ୍ୟ ଜବତ କରାଯାଇଛି । ଏହି ଚଢାଉରେ ସମ୍ବଲପୁର ଥାନାର ସମସ୍ତ ଅଧିକାରୀଙ୍କ ସମେତ ଉଚ୍ଚପଦସ୍ଥ କର୍ମଚାରୀମାନେ ସାମିଲ ହୋଇଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଜେଲ ମଧ୍ୟକୁ ଏସବୁ ମାଦକ ଦ୍ରବ୍ୟ ପ୍ରବେଶ କରାଯାଉଛି ସେ ଉପରେ ଯାଞ୍ଚ କରାଯାଉଛି ।
ସମ୍ବଲପୁର ମଣ୍ଡଳ ଜେଲରେ ପୋଲିସର ଚଢ଼ାଉ । ଜେଲ ଭିତରେ ବ୍ୟାପକ ପରିମାଣର ମାଦକ ଦ୍ରବ୍ୟ ଜବତ ନେଇ ସୂଚନା
ମ୍ବଲପୁର ମଣ୍ଡଳ ଜେଲରୁ ଜବତ ପୁଳା ପୁଳା ମାଦକ ଦ୍ରବ୍ୟ । ସକାଳୁ ସକାଳୁ ଜେଲରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ବିଡ଼ି, ଖଇନ, ଗଞ୍ଜେଇ ଭଳି ମାଦକ ଦ୍ରବ୍ୟ ଜବତ କରାଯାଇଛି ।
/kanak/media/media_files/i3IRDIm8VmUtmDsabwwx.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)