କନକ ବ୍ୟୁରୋ: କାର୍ତ୍ତିକ ବ୍ରତ ପାଇଁ ପୁରୀରେ ପୋଲିସର ପ୍ରସ୍ତୁତି । ହବିଷ୍ୟାଳି ଓ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଉପରେ ପୋଲିସର ଗୁରୁତ୍ୱ । ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଜଣ ଅତରିକ୍ତ ଏସପି, ୯ ଜଣ ଡିଏସପି, ୧୦ ଜଣ ଇନସପେକ୍ଟର ପୁରୀରେ ମୁତୟନ । ସିଂହଦ୍ଵାର ସମ୍ମୁଖରେ ଖୋଲିବ ୨୪ ଘଣ୍ଟିଆ ପୋଲିସ କଣ୍ଟ୍ରୋଲ ରୁମ୍ । ତୀର୍ଥ ପୁଷ୍କରିଣୀରେ ହବିଷ୍ୟାଳିଙ୍କ ସୁରକ୍ଷିତ ସ୍ନାନ ଉପରେ ନଜର ରଖିବ ପୋଲିସ ବିଭାଗ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us