ପୋଲିସ ଖାକିରେ ଲାଗିଲା ଦାଗ : ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ,ଗିରଫ ହେଲେ ଆରପିଏଫ

Advertisment

ପୋଲିସ ଖାକିରେ ଲାଗିଲା କଳଙ୍କର ଦାଗ । ରକ୍ଷକ ସାଜିଲା ଭକ୍ଷକ ।  ସୁରକ୍ଷା ଦେବା ବାହାନାରେ ସୈତାନ ସାଜିଥିଲେ ଆରପିଏଫ ଏଏସଆଇ ନିରଞ୍ଜନ ଜେନା । ଭୁବନେଶ୍ବର ପ୍ଲାଟଫର୍ମରେ ଯୁବତୀଙ୍କୁ ଏକାକୀ ଦେଖି ତାଙ୍କୁ ସହଯୋଗର ହାତ ବଢାଇଥିଲେ ନିରଞ୍ଜନ

ପୋଲିସ ଖାକିରେ ଲାଗିଲା କଳଙ୍କର ଦାଗ । ରକ୍ଷକ ସାଜିଲା ଭକ୍ଷକ ।  ସୁରକ୍ଷା ଦେବା ବାହାନାରେ ସୈତାନ ସାଜିଥିଲେ ଆରପିଏଫ ଏଏସଆଇ ନିରଞ୍ଜନ ଜେନା । ଭୁବନେଶ୍ବର ପ୍ଲାଟଫର୍ମରେ ଯୁବତୀଙ୍କୁ ଏକାକୀ ଦେଖି ତାଙ୍କୁ ସହଯୋଗର ହାତ ବଢାଇଥିଲେ ନିରଞ୍ଜନ

ପୋୂବୋ

ପୋୂବୋ

କନକବ୍ୟୁରୋ :  ପୋଲିସ ଖାକିରେ ଲାଗିଲା କଳଙ୍କର ଦାଗ । ରକ୍ଷକ ସାଜିଲା ଭକ୍ଷକ ।  ସୁରକ୍ଷା ଦେବା ବାହାନାରେ ସୈତାନ ସାଜିଥିଲେ ଆରପିଏଫ ଏଏସଆଇ ନିରଞ୍ଜନ ଜେନା । ଭୁବନେଶ୍ବର ପ୍ଲାଟଫର୍ମରେ ଯୁବତୀଙ୍କୁ ଏକାକୀ ଦେଖି ତାଙ୍କୁ ସହଯୋଗର ହାତ ବଢାଇଥିଲେ ନିରଞ୍ଜନ   ।   ହଷ୍ଟେଲ ବନ୍ଦ ଥିବାରୁ ତାଙ୍କୁ ଆରପିଏଫ ଥାନାକୁ ନେଇଥିଲେ ନିରଞ୍ଜନ । ଥାନାରେ ଥିବା ରୁମରେ ଯୁବତୀଙ୍କୁ ଅପେକ୍ଷା କରିବାକୁ କହିଥିଲେ ନିରଞ୍ଜନ  ।   ଆଉ  ସୁଯୋଗ ପାଇବା କ୍ଷଣି ଯୁବତୀଙ୍କ ସହ ଅସଦାଚରଣ କରିବାକୁ ପଛାଇନଥିଲେ ଆରପିଏଫ ଏଏସଆଇ । ଯୁବତୀ ଜଣକ ତୁରନ୍ତ ପିସିଆରକୁ କଲ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ଅନ୍ୟପଟେ ଜିଆରପି ଥାନାରେ ଅଭିଯୋଗ ପରେ ଆରପିଏଫ ଏଏସଆଇଙ୍କୁ ଗିରଫ କରିଛି ପୋଲିସ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe