କନକବ୍ୟୁରୋ : ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ୍। ମାଷ୍ଟରମାଇଣ୍ଡ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ । ଗତ ୨୧ ତାରିଖ ରାତିରେ ବାରିପଦା ସହରର ଜଣେ ସୁନା ବ୍ୟବସାୟୀଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏକ କାରରେ ବାରିପଦାରୁ ବାଲେଶ୍ଵର ଦୋକାନକୁ ଯାଉଥିଲା । ଏହି ସମୟରେ ପାଲବଣି ନିକଟରେ ଏକ ବାଇକରେ ୩ ଜଣ ଦୁବୃର୍ତ୍ତ ଆସି ସବୁ ସୁନା ଅଳଙ୍କାର ଲୁଟିନେଇଥିଲେ । କାର ଡ୍ରାଇଭରର ମେସେଜକୁ ଆଧାର କରି ଘଟଣାର ପର୍ଦାଫାସ କରିଛି ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ବାରିପଦା ସହରର ବଡ଼ବଜାର ଅଞ୍ଚଳ ବୋଲି ଜଣାପଡିଥିବା ବେଳେ ଏମାନଙ୍କ ଘରୁ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ ।
ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ : ଲୁଟିଥିଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର , ୪ ଗିରଫ
ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ୍। ମାଷ୍ଟରମାଇଣ୍ଡ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ । ଗତ ୨୧ ତାରିଖ ରାତିରେ ବାରିପଦା ସହରର ଜଣେ ସୁନା ବ୍ୟବସାୟୀଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏକ କାରରେ ବାରିପଦାରୁ ବାଲେଶ୍ଵର ଦୋକାନକୁ ଯାଉଥିଲା ।
/kanak/media/media_files/2025/01/24/h3ne31lnhlN8pWHRUbrg.jpg)