କନକ ବ୍ୟୁରୋ: ବୁର୍ଲା ଥାନା ଝରାପାଲିରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କ୍ଷ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ପାପୁଲି ଛିଣ୍ଡି ଯାଇଛି । ସ୍ୱାମୀ-ସ୍ତ୍ରୀ ଝଗଡା ସମାଧାନ ପାଇଁ ବୁର୍ଲା ପିସିଆର ଝରାପାଲି ଯାଇଥିବା ବେଳେ ଉତ୍ତକ୍ତ୍ୟ ସ୍ୱାମୀ ଜଣଙ୍କ ଅଚାନକ ପୋଲିସକୁ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇଥିବା କନେଷ୍ଟବଳ ଜଣଙ୍କ ହେଲେ ସୋରଜ ଭୋଇ କ୍ଷ ଚିକିତ୍ସା ପାଇଁ ତାଙ୍କୁ ଭୀମସାରରେ ଭର୍ତି କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us