କନକ ବ୍ୟୁରୋ: ବୁର୍ଲା ଥାନା ଝରାପାଲିରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କ୍ଷ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ପାପୁଲି ଛିଣ୍ଡି ଯାଇଛି । ସ୍ୱାମୀ-ସ୍ତ୍ରୀ ଝଗଡା ସମାଧାନ ପାଇଁ ବୁର୍ଲା ପିସିଆର ଝରାପାଲି ଯାଇଥିବା ବେଳେ ଉତ୍ତକ୍ତ୍ୟ ସ୍ୱାମୀ ଜଣଙ୍କ ଅଚାନକ ପୋଲିସକୁ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇଥିବା କନେଷ୍ଟବଳ ଜଣଙ୍କ ହେଲେ ସୋରଜ ଭୋଇ କ୍ଷ ଚିକିତ୍ସା ପାଇଁ ତାଙ୍କୁ ଭୀମସାରରେ ଭର୍ତି କରାଯାଇଛି ।
ସ୍ବାମୀ-ସ୍ତ୍ରୀ କଳି: ପୋଲିସକୁ ଆକ୍ରମଣ କଲା ଉତ୍ତ୍ୟକ୍ତ ସ୍ୱାମୀ । କଟିଗଲା ପାପୁଲି ।
ବୁର୍ଲା ଥାନା ଝରାପାଲିରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ । ସ୍ୱାମୀ ସ୍ତ୍ରୀ କଳିର ସମାଧାନ ପାଇଁ ଝରାପାଲି ଯାଇଥିଲା ବୁର୍ଲା ପିସିଆର । ଉତ୍ତକ୍ତ୍ୟ ସ୍ବାମୀ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗ ।
/kanak/media/media_files/S2cPa3OsKbkLkeeklw4Y.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)