ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ : ଚାଲିଥିଲା ଶୋଭାଯାତ୍ରା ଅଧାରୁ ଡିଜେ ନେଇଗଲା ପୋଲିସ

Advertisment

ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ। ବିନା ଡିଜେରେ ବର ଗଲେ ମଣ୍ଡପ। ବାରଣ ସତ୍ତ୍ବେ ଛାତି ଫଟାଇ ଡିଜେ ବଜାଇ ବାଣ ଫୁଟାଇ ନେଉଥିଲେ ଶୋଭାଯାତ୍ରା ।

ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ। ବିନା ଡିଜେରେ ବର ଗଲେ ମଣ୍ଡପ। ବାରଣ ସତ୍ତ୍ବେ ଛାତି ଫଟାଇ ଡିଜେ ବଜାଇ ବାଣ ଫୁଟାଇ ନେଉଥିଲେ ଶୋଭାଯାତ୍ରା ।

-5

କନକବ୍ୟୁରୋ : ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ। ବିନା ଡିଜେରେ ବର ଗଲେ ମଣ୍ଡପ। ବାରଣ ସତ୍ତ୍ବେ ଛାତି ଫଟାଇ ଡିଜେ ବଜାଇ ବାଣ ଫୁଟାଇ ନେଉଥିଲେ ଶୋଭାଯାତ୍ରା । ଅଭିଯୋଗ ପରେ ପୋଲିସ ପହଞ୍ଚି ଡିଜେ ସିଜ୍‌ କରିଥିଲା । ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଅଧା ରାସ୍ତାରୁ ଡିଜେକୁ ଟେକି ଆଣିଥିଲା ପୁଲିସ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe