କନକବ୍ୟୁରୋ : ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ। ବିନା ଡିଜେରେ ବର ଗଲେ ମଣ୍ଡପ। ବାରଣ ସତ୍ତ୍ବେ ଛାତି ଫଟାଇ ଡିଜେ ବଜାଇ ବାଣ ଫୁଟାଇ ନେଉଥିଲେ ଶୋଭାଯାତ୍ରା । ଅଭିଯୋଗ ପରେ ପୋଲିସ ପହଞ୍ଚି ଡିଜେ ସିଜ୍ କରିଥିଲା । ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଅଧା ରାସ୍ତାରୁ ଡିଜେକୁ ଟେକି ଆଣିଥିଲା ପୁଲିସ ।
ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ : ଚାଲିଥିଲା ଶୋଭାଯାତ୍ରା ଅଧାରୁ ଡିଜେ ନେଇଗଲା ପୋଲିସ
ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ। ବିନା ଡିଜେରେ ବର ଗଲେ ମଣ୍ଡପ। ବାରଣ ସତ୍ତ୍ବେ ଛାତି ଫଟାଇ ଡିଜେ ବଜାଇ ବାଣ ଫୁଟାଇ ନେଉଥିଲେ ଶୋଭାଯାତ୍ରା ।
/kanak/media/media_files/2024/11/27/e1jYoolmj62VEM2wKsVf.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)