ପ୍ରଧାନ ବିଚାରପତିଙ୍କ ଘରେ ମୋଦୀ ; ଚନ୍ଦ୍ରଚୂଡଙ୍କ ପରିବାର ସହ କଲେ ଗଣପତିଙ୍କ ଆଳତି, ଗସ୍ତକୁ ରାଜନୀତିକ ମୋଡ
ପ୍ରଧାନ ବିଚାରପତିଙ୍କ ଘରେ ପ୍ରଧାନମନ୍ତ୍ରୀ । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ଗଣେଶ ପୂଜାରେ ସାମିଲ ହେଲେ ମୋଦୀ । ବିରୋଧୀଙ୍କ ପ୍ରଶ୍ନ, ଏଭଳି କାର୍ୟ୍ୟକ୍ରମରେ ଦେଶର ନ୍ୟାୟତନ୍ତ୍ର ଉପରେ ପଡ଼ିବ ପ୍ରଭାବ ।
/kanak/media/media_files/Q7BjPoxehrl7zSMsvcbd.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)