କନକବ୍ୟୁରୋ :  ବାବା ସାହେବ ଆମ୍ବେଦକରଙ୍କୁ କଂଗ୍ରେସ କରିଛି ଉପେକ୍ଷା  ।  ମଧ୍ୟପ୍ରଦେଶ ବାସୀଙ୍କୁ ସମ୍ବୋଧିତ କରି ମଂଚରୁ  କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦୀ  । କଂଗ୍ରେସ ଜନତା ଓ ଦେଶଙ୍କ ସେବା କରିବା ଅପେକ୍ଷାରେ ଗାନ୍ଧୀ ପରିବାର ଓ ନିଜ ସ୍ବାର୍ଥ ପାଇଁ ଅଧିକ କାମ କରେ  ।   ଆଜିର ଦିନରେ  ମଧ୍ୟ ପ୍ରଦେଶର  ଯେଉଁ ବିକାଶ ହୋଇଛି ଏହା କେବଳ ବାବ ସାହେବ ଆମ୍ବେଦରକଙ୍କ ଦୂର ଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଛି  ।  ଆଜିର ଦିନରେ ବାବା ସାହେବଙ୍କକ ନେଇ କଂଗ୍ରେସ ରାଜନୀତି କରିବାକୁ ପଛାଉନଥିବା ପ୍ରଧାନମନ୍ତ୍ରୀ କହିଛନ୍ତି  
---

Advertisment