କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ମାର୍ଟ ପୋଲିସିଂ ମନ୍ତ୍ର । ଭୁବନେଶ୍ବରରେ ଅନୁଷ୍ଠିତ ଡିଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ଗୁରୁତ୍ବ ଦେଇଛନ୍ତି ମୋଦୀ । ବୈଠକରେ ପୁଲିସକୁ ରଣନୀତିକ, ଯତ୍ନଶୀଳ, ବିଶ୍ୱସନୀୟ ଏବଂ ସ୍ବଚ୍ଛ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାସହ ଡିଜିଟାଲ ଠକେଇ ଓ ଅପରାଧ ରୋକିବାକୁ କୃତ୍ରିମ ବୁଦ୍ଧିମତା ବା ଏଆଇର ଉପଯୋଗିତା ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଡିଜିପି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପୋଲିସିଂ ମନ୍ତ୍ର । ପୋଲିସକୁ ରଣନୀତିକ, ଯତ୍ନଶୀଳ ଓ ସ୍ୱଚ୍ଛ ହେବାକୁ ଦେଲେ ଆହ୍ୱାନ
ବୈଠକରେ ପୁଲିସକୁ ରଣନୀତିକ, ଯତ୍ନଶୀଳ, ବିଶ୍ୱସନୀୟ ଏବଂ ସ୍ବଚ୍ଛ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାସହ ଡିଜିଟାଲ ଠକେଇ ଓ ଅପରାଧ ରୋକିବାକୁ କୃତ୍ରିମ ବୁଦ୍ଧିମତା ବା ଏଆଇର ଉପଯୋଗିତା ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
/kanak/media/media_files/2024/12/01/IN2bNi9WNEg9m4vvAFuB.jpg)