ପଞ୍ଜାବ ଆଦମପୁର ଏୟାରବେସରେ ପ୍ରଧାନମନ୍ତ୍ରୀ ମୋଦୀ । ବଢାଇଲେ ସେନାର ମନୋବଳ

ସେହି ୧ ଘଣ୍ଟା ବେଶ୍ ଆନନ୍ଦ ଦେଇଥିବା ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ। ଆଜି ସକାଳ ୭ଟାରେ ଦିଲ୍ଲୀ ପାଲମ ବିମାନବନ୍ଦରରୁ ଉଡ଼ାଣ ଭରିଥିଲେ । ସିଧାସଳଖ ଆଦମପୁର ଏୟାରବେସ୍ ଯାଇ ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇଥିଲେ ।

ଅଦ୍ୟତନ ହୋଇଛି
sfdgsdfd

କନକ ବ୍ୟୁରୋ : ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ପଞ୍ଜାବ ଜଳନ୍ଧରସ୍ଥିତ ଆଦମପୁର ଏୟାରବେସ୍ ଯାଇ ବାୟୁସେନାର ବୀର ଯବାନ ମାନଙ୍କୁ ଭେଟିଛନ୍ତି ମୋଦୀ। ଯବାନଙ୍କ ଗହଣରେ ୧ ଘଣ୍ଟା ସମୟ ବିତାଇଛନ୍ତି । ସେହି ୧ ଘଣ୍ଟା ବେଶ୍ ଆନନ୍ଦ ଦେଇଥିବା ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ। ଆଜି ସକାଳ ୭ଟାରେ ଦିଲ୍ଲୀ ପାଲମ ବିମାନବନ୍ଦରରୁ ଉଡ଼ାଣ ଭରିଥିଲେ । ସିଧାସଳଖ ଆଦମପୁର ଏୟାରବେସ୍ ଯାଇ ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇଥିଲେ । କିଛି ଦିନ ତଳେ ପାକିସ୍ତାନ ଏହି ଆଦମପୁର ଏୟାରବେସକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଆଜି ଏୟାରବେସକୁ ଯିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏୟାର ଚିଫ୍ ମାର୍ଶାଲ ମଧ୍ୟ ସାମିଲ୍ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe