କନକବ୍ୟୁରୋ : ଭାରତର ପ୍ରକୃତ ଶତ୍ରୁ ହେଉଛି ପର ଉପରେ ଆତ୍ମନିର୍ଭରଶୀଳତା । ଭାରତ ଉପରେ ଆମେରିକାର ଟାରିଫ୍ ଓ ଭିସା କଟକଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ଗୁଜରାଟ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ଭାରତର ସେମିତି କେହି ବଡ଼ ଶତ୍ରୁ ନାହାନ୍ତି । ଭା ରତର ଏକମାତ୍ର ପ୍ରକୃତ ଶତ୍ରୁ ହେଉଛି ଅନ୍ୟଦେଶ ଉପରେ ନିର୍ଭର କରିବା । ଏହି ଶ୍ରୁତ୍ରୁକୁ ପରାଜିତ କରିବା ପାଇଁ ପଡ଼ିବ । ଏଥିପାଇଁ ଆମକୁ ଆତ୍ମନିର୍ଭରଶାଳ ହେବାକୁ ପଡ଼ିବ । ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ।
ଆମେରିକାର କଟକଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ବାନ : ଗୁଜରାଟରୁ ଦେଶବାସୀଙ୍କୁ ଚିହ୍ନାଇଲେ ଭାରତର ଅସଲ ଶତ୍ରୁ କିଏ
ଭାରତର ପ୍ରକୃତ ଶତ୍ରୁ ହେଉଛି ପର ଉପରେ ଆତ୍ମନିର୍ଭରଶୀଳତା । ଭାରତ ଉପରେ ଆମେରିକାର ଟାରିଫ୍ ଓ ଭିସା କଟକଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ମନ୍ତବ୍ୟ ଦେଇଛନ୍ତି
/kanak/media/media_files/2025/09/20/55-2025-09-20-14-39-39.jpg)