ଚର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ପ୍ରାର୍ଥନା ସଭାରେ ହେଲେ ସାମିଲ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଛନ୍ତି । ସେ ସେଠାରେ ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିଛନ୍ତି । ଏହି କ୍ୟାଥେଡ୍ରାଲ୍ କେବଳ ପୁରୁଣା ଚର୍ଚ୍ଚ ମଧ୍ୟରୁ ଗୋଟିଏ ନୁହେଁ ବରଂ ଦିଲ୍ଲୀର ସବୁଠାରୁ ବଡ଼ ଚର୍ଚ୍ଚ ମଧ୍ୟ । ତେଣୁ ପ୍ରଧାନମନ୍ତ୍ରୀ ଆଜି ପ୍ରାର୍ଥନା ସେବାରେ ଅଂଶଗ୍ରହଣ କରିଥିଲେ ଏବଂ ଲୋକମାନଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ ।

modi

modi Photograph: (kanak news)

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଛନ୍ତି । ସେ ସେଠାରେ ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିଛନ୍ତି । ଏହି କ୍ୟାଥେଡ୍ରାଲ୍ କେବଳ ପୁରୁଣା ଚର୍ଚ୍ଚ ମଧ୍ୟରୁ ଗୋଟିଏ ନୁହେଁ ବରଂ ଦିଲ୍ଲୀର ସବୁଠାରୁ ବଡ଼ ଚର୍ଚ୍ଚ ମଧ୍ୟ । ତେଣୁ ପ୍ରଧାନମନ୍ତ୍ରୀ ଆଜି ପ୍ରାର୍ଥନା ସେବାରେ ଅଂଶଗ୍ରହଣ କରିଥିଲେ ଏବଂ ଲୋକମାନଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏହି ପ୍ରାର୍ଥନା ସଭାରେ ଆହୁରି ଅନେକ ଲୋକ ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ : ବିଜୟ ହଜାରେ ଟ୍ରଫି: ଫେଲ୍ ମାରିଲେ ଏହିସବୁ ଷ୍ଟାର ପ୍ଲେୟାର, ଦେଖନ୍ତୁ ପୂରା ଲିଷ୍ଟ...

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଚର୍ଚ୍ଚର ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନ୍‌ରେ ଖ୍ରୀଷ୍ଟମାସ ସକାଳର ପ୍ରାର୍ଥନାରେ ଯୋଗ ଦେଲେ। ଏହି ପ୍ରାର୍ଥନା ପ୍ରେମ, ଶାନ୍ତି ଏବଂ କରୁଣାର ଅନନ୍ତ ବାର୍ତ୍ତାକୁ ପ୍ରତିଫଳିତ କରେ। ମୁଁ ଆଶା କରୁଛି ଖ୍ରୀଷ୍ଟମାସର ଆତ୍ମା ଆମ ସମାଜରେ ସଦୟତା ଏବଂ ଭାଇଚାରା ଆଣିବ।"

ତେବେ କ୍ୟାଥେଡ୍ରାଲ୍ ଚର୍ଚ୍ଚ ଏହାର ସୁନ୍ଦର ସ୍ଥାପତ୍ୟ ପାଇଁ ଜଣାଶୁଣା। ଏଠାରେ ପ୍ରତିବର୍ଷ ଖ୍ରୀଷ୍ଟମାସ ପାଇଁ ସ୍ୱତନ୍ତ୍ର ସାଜସଜ୍ଜା କରାଯାଏ। ସାରା ଦିଲ୍ଲୀରୁ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରିବା ଏବଂ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ଏହି ଚର୍ଚ୍ଚକୁ ଆସନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପୂର୍ବରୁ ଏଠାକୁ ଆସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe