କନକ ବ୍ୟୁରୋ: ଏଥର ଓଡିଶାକୁ ମାରାଥନ୍ ଗସ୍ତ କରିବେ ମୋଦୀ । ୨ ମାସରେ ୩ ଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଗୋଟିଏ ଦିନ ଓଡିଶାରେ ରହିବା ସମ୍ଭାବନା । ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ମୋଦୀ ବିଜେପିକୁ ସଶକ୍ତ କରିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ସ୍ଥିିତି ସମୀକ୍ଷା କରିବା ନେଇ ସୂଚନା ଦେଇଛନ୍ତି ମନମୋହନ ।
୨ ମାସରେ ୩ ଥର ଓଡିଶା ଆସିବେ ମୋଦୀ, ଗୋଟିଏ ଦିନ ରହିବେ
୨ ମାସରେ ୩ ଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଗୋଟିଏ ଦିନ ଓଡିଶାରେ ରହିବା ସମ୍ଭାବନା । ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।