କନକ ବ୍ୟୁରୋ: ଆଜି ସନ୍ଧ୍ୟା ୭ଟା ୪୫ରେ ଦିଲ୍ଲୀ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ। ସେଠାରେ ବିଜେପି କର୍ମୀଙ୍କୁ ସମ୍ବୋଧନ କରିବେ।
ଯେତେବେଳେ ବି କୌଣସି ରାଜ୍ୟରେ ବିଜେପି ବିଜୟୀ ହୁଏ ମୋଦୀ ଗସ୍ତ କରି ନେତା ଓ କର୍ମୀଙ୍କୁ ଏଭଳି ସମ୍ବୋଧନ କରିଥାନ୍ତି । ତେଣୁ ଆଜି ମୋଦୀଙ୍କ ଦିଲ୍ଲୀ ଗସ୍ତ ଖବର ପରେ ଦିଲ୍ଲୀରେ ବିଜେପି ହିଁ ଜିତିବ ଓ ସରକାର ଗଢିବ ଏହା ଏକରକମ ସ୍ପଷ୍ଟ ହୋଇଛି। ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଆସିବାକୁ ଯାଉଛି । ଦୀର୍ଘ ୨୭ ବର୍ଷ ପରେ ପୁଣି ଫେରୁଛି ବିଜେପି । ସେପଟେ ଟ୍ରେଣ୍ଡରେ ବିଜେପି ବହୁମତ ହାସଲ କରିଥିବାବେଳେ ବିଜେପି କାର୍ୟ୍ୟାଳୟରେ ପୁରା ଉତ୍ସବର ମାହୋଲ । ବାଣ ଫୁଟାଇ, ବାଜା ବଜାଇ ସେଲିବ୍ରେଟ୍ କରୁଛନ୍ତି ବିଜେପବି କର୍ମୀ ଓ ନେତା।
ଦିଲ୍ଲୀ ବିଜେପି ମୁଖ୍ୟାଳୟ ଯିବେ ମୋଦୀ ; ଦଳୀୟ କର୍ମକର୍ତ୍ତାଙ୍କୁ କରିବେ ସମ୍ବୋଧନ
ଆଜି ସନ୍ଧ୍ୟା ୭ଟା ୪୫ରେ ଦିଲ୍ଲୀ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ। ସେଠାରେ ବିଜେପି କର୍ମୀଙ୍କୁ ସମ୍ବୋଧନ କରିବେ।
/kanak/media/media_files/2025/02/08/LAWMEEcnb0Am7A7jRmV8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)