ଦେଶର ନୂଆ ପାଓ୍ୱାର ସେଣ୍ଟର ହେବ କର୍ତ୍ତବ୍ୟ ଭବନ! କାଲି ମୋଦୀ କରିବେ ଉଦଘାଟନ୍

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୬ ତାରିଖ ସନ୍ଧ୍ୟାରେ ଏହି ନୂଆ ଭବନର ଉଦଘାଟନ କରିବେ । ଯାହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହି ଭବନର ନିର୍ମାଣ ସେଣ୍ଟ୍ରାଲ ବିଷ୍ଟା ପ୍ରୋଜେକ୍ଟରେ ଶେଷ ହୋଇଛି । ଏହି ଭବନରେ ହିଁ ଗୃହ ମନ୍ତ୍ରାଳୟ ସହିତ ବିଦେଶ ମନ୍ତ୍ରାଳୟ, କୃଷି ମନ୍ତ୍ରାଳୟ, ଉଦ୍ୟୋଗ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରାଳୟ କାର୍ଯ୍ୟ କରିବ ।

kartavya bhavan

kartavya bhavan Photograph: (KANAK NEWS)

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂକୁ ଉଦଘାଟନ୍ କରିବେ । ଯାହାର ନାମ କର୍ତ୍ତବ୍ୟ ଭବନ ରହିଛି । ତେବେ ଏହି ବିଲ୍ଡିଂ ଭାରତର ଅନ୍ୟତମ ପାଓ୍ୱାର କରିଡର ଭାବେ ଉଭା ହେବାକୁ ଯାଉଛି । କାହିଁକି ନା ଦେଶର ଏକାଧିକ ମନ୍ତ୍ରାଳୟ ଏବେ ଏହି ନୂଆ ଭବନରୁ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୬ ତାରିଖ ସନ୍ଧ୍ୟାରେ ଏହି ନୂଆ ଭବନର ଉଦଘାଟନ କରିବେ । ଯାହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହି ଭବନର ନିର୍ମାଣ ସେଣ୍ଟ୍ରାଲ ବିଷ୍ଟା ପ୍ରୋଜେକ୍ଟରେ ଶେଷ ହୋଇଛି । ଏହି ଭବନରେ ହିଁ ଗୃହ ମନ୍ତ୍ରାଳୟ ସହିତ ବିଦେଶ ମନ୍ତ୍ରାଳୟ, କୃଷି ମନ୍ତ୍ରାଳୟ, ଉଦ୍ୟୋଗ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରାଳୟ କାର୍ଯ୍ୟ କରିବ । ଏହି ଭବନ ଭିତରେ ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଆଉ ନିର୍ମାଣ ଭବନ ରହିଛି ।

ଏହି ନୂଆ ଭବନରେ ଆଧୁନିକ ସୁବିଧା ସୁଯୋଗ ସହିତ ସମସ୍ତ ଆବଶ୍ୟକୀୟ ସୁବିଧା ରହିଛି । ଏହାର ପରିସର ୧.୫ ଲକ୍ଷ ବର୍ଗମିଟରରେ ପରିବ୍ୟାପ୍ତ । ଏହି ବିଲ୍ଡିଂ ୭ ମହଲା ବିଶିଷ୍ଟ ହୋଇଥିବାବେଳେ, ଏହା ଦେଶର ନୂଆ ପାଓ୍ୱାର ହାଉସ୍ ହେବାକୁ ଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe