କନକ ବ୍ୟୁରୋ: ଆମେରିକାର ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଏହି ବିଜୟ ପାଇଁ ଟ୍ରମ୍ପଙ୍କୁ ବଧେଇ। ଟେକ୍ନୋଲୋଜି, ପ୍ରତିରକ୍ଷା, ମହାକାଶ ଓ ବିଭିନ୍ନକ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ ପାଇଁ ଏକାଠି କାମ କରିବେ ଦୁଇ ଦେଶ। ସେପଟେ ଭାରତକୁ ଭୁରୀ ପ୍ରଶଂସା କରିଛନ୍ତି ଟ୍ରମ୍ପ । କହିଲେ, ପୂରା ଦୁନିଆ ମୋଦୀଙ୍କୁ ଭଲ ପାଏ। ଭାରତ ଏକ ଅଦ୍ଭୁତ ଦେଶ, ମୋଦୀ ଜଣେ ଅଦ୍ଭୁତ ବ୍ୟକ୍ତିତ୍ୱ ।
ଟ୍ରମ୍ପଙ୍କ ସହ କଥା ହେଲେ ମୋଦୀ ; ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ ନେଇ କଲେ ଆଲୋଚନା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ବିଭିନ୍ନକ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ ପାଇଁ ଏକାଠି କାମ କରିବେ ଦୁଇ ଦେଶ । ଭାରତକୁ ଟ୍ରମ୍ପ କଲେ ପ୍ରଶଂସା ।