ଭୁବନେଶ୍ୱରରେ ପହଞ୍ଚିଲେ ମୋଦୀ ।  ବିମାନବନ୍ଦରରୁ କାରକେଡରେ ସିଧା ଗାଢକଣ ବାହାରିଲେ

ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରୁ ସିଧା ଗାଢକଣ ଯାଇ ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିବେ । ମୋଦୀଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବରିଷ୍ଠ ଅଧିକାରୀ ।

4999999999

କନକ ବ୍ୟୁରୋ : ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରୁ ସିଧା ଗାଢକଣ ଯାଇ ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିବେ । ମୋଦୀଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବରିଷ୍ଠ ଅଧିକାରୀ ।

ମୋଦୀ ୧୦ଟା ୫୦ରେ ଆସି ଭୁବନେଶ୍ୱରରେ ପହଞ୍ଚିବାର ସୂଚନା ଥିଲେ ବି ତା’ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିଛନ୍ତି ମୋଦୀ । ଏଠାରୁ ଗାଢକଣରେ ଯାଇ ପହଞ୍ଚିବେ  । ଏଠାରେ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜାନାରେ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବା ସହ ସେମାନଙ୍କ ସହ  ପାଖାପାଖି ୩୦ ମିନିଟ ଯାଏଁ ଆଲୋଚନା କରବେ ।  ପରେ ସେଠାରୁ ଜନତା ମୈଦାନକୁ ଆସିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe