ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋନକଲ । ୟୁକ୍ରେନ ଗସ୍ତ ଓ ଯୁଦ୍ଧ ବାବଦରେ ଉଭୟ ରାଷ୍ଟ୍ରନେତାଙ୍କ ଆଲୋଚନା

Advertisment

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ମୋଦୀଙ୍କୁ ୟୁକ୍ରେନଗସ୍ତ ବାବଦରେ ଆଲୋଚନା କରାଯାଇଛି । ଏଥିସହ ରୁଷ-ୟୁକ୍ରେନର ଯୁଦ୍ଧର ଭାରତ ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ ବୋଲି ପୁଣି ଥରେ ରୁଷ ନିକଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ  କରିଛି ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ମୋଦୀଙ୍କୁ ୟୁକ୍ରେନଗସ୍ତ ବାବଦରେ ଆଲୋଚନା କରାଯାଇଛି । ଏଥିସହ ରୁଷ-ୟୁକ୍ରେନର ଯୁଦ୍ଧର ଭାରତ ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ ବୋଲି ପୁଣି ଥରେ ରୁଷ ନିକଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ  କରିଛି ।

mp

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି  ପୁଟିନଙ୍କ ମଧ୍ୟରେ ଆଲୋଚନା । ପୁଟିନଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ମୋଦୀଙ୍କୁ ୟୁକ୍ରେନଗସ୍ତ ବାବଦରେ ଆଲୋଚନା କରାଯାଇଛି । ଏଥିସହ ରୁଷ-ୟୁକ୍ରେନର ଯୁଦ୍ଧର ଭାରତ ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ ବୋଲି ପୁଣି ଥରେ ରୁଷ ନିକଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ  କରିଛି । ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଥିଲେ ମୋଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe