ମନ୍ କି ବାତରେ ମୟୂରଭଂଜ ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳି ଭାଷାର ପ୍ରଚାର କରୁଛନ୍ତି ରାମଜିତ୍ ଟୁଡୁ

Advertisment

ଅନଲାଇନରେ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର କରୁଛନ୍ତି ରାମଜିତ୍। ସେ ଏମିତି ଏକ ଡିଜିଟାଲ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷା ସହ ଜଡ଼ିତ ସାହିତ୍ୟକୁ ପଢାଯାଇପାରୁଛି ଏବଂ ସାନ୍ତାଳୀ ଭାଷାରେ ମଧ୍ୟ ଲେଖାଯାଇପାରୁଛି

ଅନଲାଇନରେ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର କରୁଛନ୍ତି ରାମଜିତ୍। ସେ ଏମିତି ଏକ ଡିଜିଟାଲ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷା ସହ ଜଡ଼ିତ ସାହିତ୍ୟକୁ ପଢାଯାଇପାରୁଛି ଏବଂ ସାନ୍ତାଳୀ ଭାଷାରେ ମଧ୍ୟ ଲେଖାଯାଇପାରୁଛି

ò^iú\øKúKú

କନକ ବ୍ୟୁରୋ : ମନ୍‌ କି ବାତ୍‌ରେ ମୟୂରଭଂଜ ଜିଲ୍ଲାର ଯୁବକ। ମୟୂରଭଂଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଯୁବକ ରାମଜିତ୍ ଟୁଡୁଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନଲାଇନରେ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର କରୁଛନ୍ତି ରାମଜିତ୍। ସେ ଏମିତି ଏକ ଡିଜିଟାଲ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷା ସହ ଜଡ଼ିତ ସାହିତ୍ୟକୁ ପଢାଯାଇପାରୁଛି ଏବଂ ସାନ୍ତାଳୀ ଭାଷାରେ ମଧ୍ୟ ଲେଖାଯାଇପାରୁଛି । କହିବାକୁ ଗଲେ, ସାନ୍ତାଳି ଭାଷାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରାମଜିତ୍। ଏନେଇ ଏକ ଅଭିଯାନ ଚଳାଇଛନ୍ତି। ଆଜି ମନ୍‌ କି ବାତ୍ ସଂସ୍କରଣରେ ମୋଦି ତାଙ୍କର ପ୍ରଶଂସା କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe