ହକି ମ୍ୟାଚ୍ ବେଳେ ଠେଲାପେଲା । ଫାଇନାଲ ମୁକାବିଲା ଦେଖିବାକୁ ପ୍ରବଳ ଭିଡ଼ ।

ଅଦ୍ୟତନ ହୋଇଛି
Hockey

କନକ ବ୍ୟୁରୋ: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ଫାଇନାଲ ମ୍ୟାଚ ଦେଖିବାକୁ ଅସମ୍ଭାଳ ଭିଡ଼ । ଦୁଇ ନମ୍ୱର ଗେଟ ଭିତର ଦେଇ ଜୋର ଜବରଦସ୍ତି ପ୍ରବେଶ କଲେ ଦର୍ଶକ । ଯାହାକୁ ନେଇ ଦୁଇ ନମ୍ୱର ଗେଟ ପାଖରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି ।  ହକି ଇଣ୍ଡିଆ ଲିଗ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଆଉ ସେହି ସମୟରେ ଦର୍ଶକ ଜୋର ଜବରଦସ୍ତ ଦୁଇ ନମ୍ୱର ଗେଟ ଦେଇ ପଶିବାକୁ ଉଦ୍ୟମ କରିବାରୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe