ଛତିଶଗଡ଼ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜୋରଦାର: ଉଦ୍ଧାର ହେଲାଣି ୩୧ ମାଓବାଦୀଙ୍କ ମୃତଦେହ

Advertisment

ଛତିଶଗଡ ଏନକାଉଣ୍ଟରରେ ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ପ୍ଲାଟୁନ ନଂ ୬ ଏକ ପ୍ରକାର ସଫା। ଛତିଶଗଡ ମାଓ ଇତିହାସରେ ସବୁ ଠାରୁ ବଡ ଅପରେଶନ

ଛତିଶଗଡ ଏନକାଉଣ୍ଟରରେ ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ପ୍ଲାଟୁନ ନଂ ୬ ଏକ ପ୍ରକାର ସଫା। ଛତିଶଗଡ ମାଓ ଇତିହାସରେ ସବୁ ଠାରୁ ବଡ ଅପରେଶନ

1333

କନକବ୍ୟୁରୋ: ଛତିଶଗଡ ଏନକାଉଣ୍ଟରରେ ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ପ୍ଲାଟୁନ ନଂ ୬ ଏକ ପ୍ରକାର ସଫା। ଛତିଶଗଡ ମାଓ ଇତିହାସରେ ସବୁ ଠାରୁ ବଡ ଅପରେଶନ। ବହୁ କ୍ୟାଡର ମାଓବାଦୀ ପ୍ରାଣ ହରାଇ ଥିବା ନେଇ କନକ ନ୍ୟୁଜକୁ ସୂଚନା ଦାନ୍ତେୱାଡା ରେଂଜ ଡିଆଇଜି କମଲ ଲୋଚନ କଶ୍ୟବ ଓ ଏସପି ଗୌରବ ରାୟ।

ଛତିଶଗଡ ଦାନ୍ତେୱାଡା ଥୁଲଥୁଲି ଜଂଗଲରେ ପହଞ୍ଚିଛି କନକ ନ୍ୟୁଜ। ଅବୁଝମାଡର ଥୁଲଥୁଲି ଜଂଗଲରୁ ୩୧ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଘଂଚ ଜଂଗଲରୁ ଶବଗୁଡ଼ିକୁ ସୁରକ୍ଷିତ ଭାବେ କ୍ୟାମ୍ପକୁ ଆଣିବା ଯବାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe