କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହୋଇଛି ପିତୃପୁରୁଷଙ୍କୁ ପିଣ୍ଡଦାନ ପରମ୍ପରା । ଭାଗବତ ଜନ୍ମ ପରଦିନ ଠାରୁ ଆରମ୍ଭ ହୋଇଥାଏ ଅପରପକ୍ଷ । ଆଜି ସେହି ଦୃଷ୍ଟିରୁ ଆଶ୍ୱିନ ମାସ ଆରମ୍ଭରୁ ପଞ୍ଜି କା ଅନୁଯାୟୀ ଆଜି ତର୍ପଣ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ନିଜ ପୂର୍ବ ପୁରୁଷଙ୍କୁ ମନେପକାଇ ସେମାନଙ୍କ ତୃପ୍ତି ପାଇଁ କରାଯାଉଛି ତିଳ ତର୍ପଣ । ସ୍ୱର୍ଗବାସୀ ପିତାମାତାଙ୍କୁ ଶ୍ରଦ୍ଧାରେ ପିଣ୍ଡଦାନ କରୁଛନ୍ତି ପୁତ୍ରମାନେ। ଏଥିପାଇଁ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଦେଖିବାକୁ ମିଳିଛି ତର୍ପଣକାରୀଙ୍କ ଭିଡ଼ ।
ଆଜିଠାରୁ ଆରମ୍ଭ ପିତୃପକ୍ଷ : ୧୫ ଦିନ ଧରି ପିତୃପୁରୁଷଙ୍କୁ ଦିଆଯିବ ପିଣ୍ଡ ଦାନ
ଆଜି ସେହି ଦୃଷ୍ଟିରୁ ଆଶ୍ୱିନ ମାସ ଆରମ୍ଭରୁ ପଞ୍ଜି କା ଅନୁଯାୟୀ ଆଜି ତର୍ପଣ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ନିଜ ପୂର୍ବ ପୁରୁଷଙ୍କୁ ମନେପକାଇ ସେମାନଙ୍କ ତୃପ୍ତି ପାଇଁ କରାଯାଉଛି ତିଳ ତର୍ପଣ ।
/kanak/media/media_files/2025/09/08/pinda-2025-09-08-10-13-34.jpg)