କନକ ବ୍ୟୁରୋ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ଆଯ୍ୟୋଧ୍ୟା, ବାରାଣାସୀ ଅଭିମୁଖେ ବାହାରିଲା ସ୍ଵତନ୍ତ୍ର ଟ୍ରେନ । ଭୁବନେଶ୍ୱରରେ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଜନାର ଶୁଭାରମ୍ଭ ହୋଇଛି । ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଢେଙ୍କାନାଳରୁ ୧୦୮, ଜଗତସିଂହପୁର ୮୫, ପୁରୀ ୧୨୭, କେନ୍ଦ୍ରାପଡ଼ା ୮୯, କଟକରୁ ୧୯୭, ଓ ଖୋର୍ଦ୍ଧାରୁ ୧୬୯ ଯାତ୍ରୀ ଅଯୋଧ୍ୟା ଯାଉଛନ୍ତି । ମୋଟ ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ସମେତ ତାଙ୍କ ସହ ଯାଉଛନ୍ତି ୨୫ଜଣ ଏକ୍ସ୍ପର୍ଟ ଗାଇଡ଼ ।
ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଯୋଜନା ଆରମ୍ଭ; ଅଯୋଧ୍ୟା, ବାରଣାସୀକୁ ବାହାରିଲା ସ୍ଵତନ୍ତ୍ର ଟ୍ରେନ
ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଢେଙ୍କାନାଳରୁ ୧୦୮, ଜଗତସିଂହପୁର ୮୫, ପୁରୀ ୧୨୭, କେନ୍ଦ୍ରାପଡ଼ା ୮୯, କଟକରୁ ୧୯୭, ଓ ଖୋର୍ଦ୍ଧାରୁ ୧୬୯ ଯାତ୍ରୀ ଅଯୋଧ୍ୟା ଯାଉଛନ୍ତି ।
/kanak/media/media_files/2025/09/10/senior-citizens-2025-09-10-13-43-50.jpg)