ଭଦ୍ରକରେ ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ: ଡ୍ରାଇଭର ମୃତ, ଘଟଣାସ୍ଥଳରେ ଉତ୍ତେଜନା

Advertisment

ଭଦ୍ରକରେ ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ପୋଲିସ ପିଛା କରିବା ସମୟରେ ଅଶୁରାଳୀ ନିକଟରେ ଓଲଟିଲା ଭ୍ୟାନ୍‌ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ଭଦ୍ରକରେ ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ପୋଲିସ ପିଛା କରିବା ସମୟରେ ଅଶୁରାଳୀ ନିକଟରେ ଓଲଟିଲା ଭ୍ୟାନ୍‌ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

28cow

Photograph: (kanak news)

କନକ ବ୍ୟୁରୋ: ଭଦ୍ରକରେ ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ପୋଲିସ ପିଛା କରିବା ସମୟରେ ଅଶୁରାଳୀ ନିକଟରେ ଓଲଟିଲା ଭ୍ୟାନ୍‌ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଧାମନଗରରୁ ୧୫ରୁ ଅଧିକ ଗୋରୁ ନେଇ ଭଦ୍ରକ ଯାଉଥିଲା ଭ୍ୟାନ । ୧୫ରୁ ଅଧିକ ଗୋରୁ ଚାଲାଣ କରାଯାଉଥିବା ବେଳେ କିଛି ଗୋରୁଙ୍କ ମୃତ୍ୟୁ ହୋଇଛି । ସେପଟେ ହଳଦୀଡ଼ିହି ନିକଟରେ ମଧ୍ୟ ଗୋରୁ ଚାଲାଣ ବେଳେ ଚଢ଼ାଉ କରିଛି ପୁଲିସ । ଆମ୍ବୁଲାନ୍ସରେ ୬ଟି ଗୋରୁ ନେଇ ଯିବା ବେଳେ ପୁରୁଣାବଜାର ପୁଲିସ ଗାଡ଼ି ଜବତ କରିଛି । ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe