କନକ ବ୍ୟୁରୋ: ବେଆଇନ୍ ଗୋଚାଲାଣ ବେଳେ ଜଳିଗଲା ପିକଅପ୍: ଜଳିଗଲେ ଗୋରୁ ବେପରୁଆ ଭାବେ ଦ୍ରୁତ ଗତିରେ ଚାଲାଣ ହେଉଥିଲା ଗୋରୁ । ଗୋରୁ ଗାଡ଼ି ଦ୍ରୁତ ଗତିରେ ଆସି ରାସ୍ତା କଡ଼କୁ ଓଲଟି ପଡ଼ିଲା। ଆଉ ଜଳିଗଲା ଗୋରୁ ବୋଝେଇ ପିକଅପ । ଜଳିଗଲେ ଗୋରୁ । ହୁତୁହୁତୁ ହୋଇ ରାସ୍ତା କଡରେ ଜଳିଗଲା ଗାଡ଼ି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ପୋଡାଡିହା ଛକରେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us