କନକ ବ୍ୟୁରୋ: ବେଆଇନ୍ ଗୋଚାଲାଣ ବେଳେ ଜଳିଗଲା ପିକଅପ୍: ଜଳିଗଲେ ଗୋରୁ ବେପରୁଆ ଭାବେ ଦ୍ରୁତ ଗତିରେ ଚାଲାଣ ହେଉଥିଲା ଗୋରୁ । ଗୋରୁ ଗାଡ଼ି ଦ୍ରୁତ ଗତିରେ ଆସି ରାସ୍ତା କଡ଼କୁ ଓଲଟି ପଡ଼ିଲା। ଆଉ ଜଳିଗଲା ଗୋରୁ ବୋଝେଇ ପିକଅପ । ଜଳିଗଲେ ଗୋରୁ । ହୁତୁହୁତୁ ହୋଇ ରାସ୍ତା କଡରେ ଜଳିଗଲା ଗାଡ଼ି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ପୋଡାଡିହା ଛକରେ ।
ଗୋରୁ ଚାଲାଣ ବେଳେ ଜଳିଗଲା ପିକଅପ୍ ; ଜଳିଗଲେ ଅନେକ ଗୋରୁ
କପ୍ତିପଦା ଥାନା ପୋଡାଡିହା ଛକରେବେଆଇନ୍ ଗୋଚାଲାଣ ବେଳେ ଜଳିଗଲା ପିକଅପ୍। ଜଳିଗଲେ ଗୋରୁ ।
/kanak/media/media_files/2024/11/19/YK4NvuK0EP4gzuMNCVe3.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)