ଫିଲ୍ମ ଷ୍ଟାଇଲରେ ନାବାଳିକାକୁ ଅପହରଣ । ୧ଘଣ୍ଟା ମଧ୍ୟରେ ଉଦ୍ଧାର କଲା ପୋଲିସ

Advertisment

ଭୁବନେଶ୍ବର ଲିଙ୍ଗରାଜ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ । ଅଭିଯୋଗ ପାଇବା ଘଣ୍ଟାଏ ଭିତରେ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୁଲିସ । ଉଦ୍ଧାର ପରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ନାବାଳିକା ହୋଇଥିବାରୁ ବାପା, ମାଆଙ୍କ ବୟାନକୁ ଅପେକ୍ଷା କରିଛି ପୁଲିସ ।

Updated On

ଅଦ୍ୟତନ ହୋଇଛି
film

କନକବ୍ୟୁରୋ : ଭୁବନେଶ୍ବର ଲିଙ୍ଗରାଜ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ।  ଅଭିଯୋଗ ପାଇବା ଘଣ୍ଟାଏ ଭିତରେ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୁଲିସ। ଉଦ୍ଧାର ପରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ନାବାଳିକା ହୋଇଥିବାରୁ ବାପା, ମାଆଙ୍କ ବୟାନକୁ ଅପେକ୍ଷା କରିଛି ପୁଲିସ । 

ବୟାନ ଅନୁସାରେ ହେବ ମାମଲା ରୁଜୁ । ନାବାଳିକା ଜଣକ ଆଜି ସକାଳୁ ନିଖୋଜ ଥିବା ବେଳେ ଖୋଜିଖୋଜି କରି ମାତ୍ର ଘଣ୍ଟାଏ ଭିତରେ ଉଦ୍ଧାର କରିଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe