କନକବ୍ୟୁରୋ : ଭୁବନେଶ୍ବର ଲିଙ୍ଗରାଜ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ । ଅଭିଯୋଗ ପାଇବା ଘଣ୍ଟାଏ ଭିତରେ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୁଲିସ। ଉଦ୍ଧାର ପରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ନାବାଳିକା ହୋଇଥିବାରୁ ବାପା, ମାଆଙ୍କ ବୟାନକୁ ଅପେକ୍ଷା କରିଛି ପୁଲିସ ।
ବୟାନ ଅନୁସାରେ ହେବ ମାମଲା ରୁଜୁ । ନାବାଳିକା ଜଣକ ଆଜି ସକାଳୁ ନିଖୋଜ ଥିବା ବେଳେ ଖୋଜିଖୋଜି କରି ମାତ୍ର ଘଣ୍ଟାଏ ଭିତରେ ଉଦ୍ଧାର କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/16/8TXbkLIGcAGT51AhDwZ1.jpg)